Random Video

Big Scams in Nimantrana Restaurant OTDC | ନିମନ୍ତ୍ରଣରୁ ବି ଲୁଟ୍ | THE Quiver

2022-07-21 1 Dailymotion

#ନିମନ୍ତ୍ରଣରୁ_ବି_ଲୁଟ୍
#ସରକାରଙ୍କୁ_ଚୂନା_ଲଗାଇଦେଲେ_୧୭_ଲକ୍ଷ_ଟଙ୍କା
ନିମନ୍ତ୍ରଣ କଲେ, ଯାହା ତ ଖାଇବାକୁ ଦେଲେ । ସେ ପଇସା ବି ସରକାରଙ୍କୁ ଦେଲେନି । ନିଜ ପକେଟରେ ପକେଇ ଦେଲେ । ଲୁଟର ପରିମାଣ ଯଦିଓ ବେସି ନୁହଁ । କାରଣ ଏ ସରକାରରେ ସହ ସହ କୋଟି ଟଙ୍କା ଲୁଟି ନେଇ ଅଫିସରମାନେ ଆରାମରେ ବସୁଛନ୍ତି । ସାଧାରଣ ଯନ୍ତ୍ରୀମାନଙ୍କ ଘରୁ ଯେଉଁଠି ନଗଦରେ କୋଟି କୋଟି ଟଙ୍କା ମିଳୁଛି, ସେ ଜାଗାରେ ଏଠି ଆମେ ଲୁଟର ପରିମାଣକୁ ଦେଖୁନୁ । ଏଠି ଯାହା ଦାୟିତ୍ୱରେ ନିମନ୍ତ୍ରଣକୁ ଦେଇଥିଲେ ସରକାର, ସେ ୧୭ ଲକ୍ଷ ଟଙ୍କା ସରକାରଙ୍କୁ ଚୂନା ଲଗାଇଦେଲେ । ଦେଖନ୍ତୁ ଏହି ରିପୋର୍ଟ...
#thequiver #updatenews #nimantranaresturant #odishanews Otdc Naveen Patnaik #bhubaneswar #odisha

Get Touch With Us!
-------------------------
Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://thequiver.in/